ଚକତି
ଧାତୁ, ଚମଡ଼ା, ମୋଟ କାଗଜ ବା କନାର ଗୋଲ ପତଳା ଛୋଟ ଖଣ୍ଡ; ଟିକିଲି; ଢାଳି —A small circular bit of thin metal, leather, tough paper or cloth.