ଅବଧାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

(file)
  1. ଚାଟଶାଳୀର ଶିକ୍ଷକ
  2. ଅଭିନିବେଶ, ମନୋଯୋଗ
  3. ଚିତ୍ତର ଏକାଗ୍ରତା
  4. ଅନୁଗ୍ରହ
  5. ଦୃଷ୍ଟି, ଦର୍ଶନ
  6. ଜ୍ୟୋତିଷ
  7. ସମ୍ମାନ, ମର୍ଯ୍ୟାଦା