ତଉଲ

ଉଇକିଅଭିଧାନ‌ରୁ

ତଉଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତୌଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ ଧାତୁ)[ସମ୍ପାଦନା]

୧. ତୌଲ; ତୌଲା; ତୁଳିବା କର୍ମ; ଓଜନ କରିବା କର୍ମ — ୧. Weighing; weighment.
୨. ଓଜନ —୨. Weight.
୩. ତରାଜୁ; ତୁଳାଯନ୍ତ୍ର — ୩. Weighing instrument; scale.