ଦଉଡ଼ି ଗଣ୍ଠି

ଉଇକିଅଭିଧାନ‌ରୁ

ଦଉଡ଼ି ଗଣ୍ଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)—ବି—(ସଂସ୍କୃତ - ଡୋରକ+ଗ୍ରନ୍ଥି)[ସମ୍ପାଦନା]

ଗଡ଼ଜାତରେ କନ୍ଧ ବା ଭୂୟାଁମାନଙ୍କୁ ଏକତ୍ର କରିବା ପାଇଁ ଦିବସ ସଂଖ୍ୟା ନିର୍ଦ୍ଦେଶକ ଏକ ପ୍ରକାର ଗଣ୍ଠିଆ ଦଉଡ଼ି —A string with a number of knots which is sent from village to village amongst the Kandhas or Bhūyāñs, as a signal that they should assemble at a particular place on the expiry of as many days as there are knots.

[ଦ୍ରଷ୍ଟବ୍ୟ —ଭୁୟାଁ ଓ କନ୍ଧମାନଙ୍କୁ କୈଣସି ସ୍ଥଳରେ ଏକତ୍ରିତ କରିବାକୁ ହେଲେ ଯେତେଦିନ ପରେ ମେଳ ହେବ, ଖଣ୍ଡିଏ ଦଉଡ଼ିରେ ସେତିକିଟି ଗଣ୍ଠି ପକାଇ ରାଜ୍ୟ ତମାମ ତାହା ଗ୍ରାମରୁ ଗ୍ରାମନ୍ତରକୁ ପଠ ଯାଏ ଗୋଟିଏ ଗ୍ରାମରେ ସେ ଦଉଡ଼ି ପହଞ୍ଚିଲେ ସେ ଗ୍ରାମର ଲୋକେ ତାହାର ମର୍ମ ବୁ଼ଝି ସାରି ସେ ଗଣ୍ଠିକୁ ଅନ୍ୟଗ୍ରାମକୁ ପଠାଇ ଦିଅନ୍ତି ଏହାକୁ ଗଣ୍ଠି ଫେରାଇବା କହନ୍ତି]