ନ ଦିନ କରିବା

ଉଇକିଅଭିଧାନ‌ରୁ

ନ ଦିନ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଅ ଦିନ କରିବା—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀ) କ୍ରି. (ସଂସ୍କୃତ - ନବଦିନ)[ସମ୍ପାଦନା]

ଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ନଅ ଦିନ ପୁରୁଷୋତ୍ତମ କ୍ଷେତ୍ରରେ ତୀର୍ଥବାସ କରି ହବିଷ୍ୟ କରିବା —To observe Habishya at Puri during the ୯ days from the Guṇḍichā up to Bāhuṟḍ̠ā Ekādaṡī