ଖଜୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଜୁରା
ଉଚ୍ଚାରଣ: Khajurā
খুমা खुरमा

ଦେ. ବି. (ସଂ. ଖର୍ଜୂରୀ) —

୧: ଆରବଦେଶରୁ ଆନୀତ ଶୁଖିଲା ଖଜୁରି ଫଳ; ଖୁର୍ମା — Dried date of Arabia.

୨: ଏକଜାତୀୟ ମୋଟ ଧାନ — ୨. Name of a coarse paddy.