ବଇଭୋଗ

ଉଇକିଅଭିଧାନ‌ରୁ

ବଇଭୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବୈଭବ) ଐଶ୍ୱର୍ଯ୍ୟ — ୧. Riches; affluence.
୨. (ସଂସ୍କୃତ - ବି+ଭୋଗ) ଭୋଗ —୨. Enjoyment.

କଳ୍ପିତ ମଖ ବଇଭୋଗେ ସେ ପ୍ରଜା ଅର୍ଥେ ରିତି ରଙ୍ଗେ—ଜଗନ୍ନାଥ. ଭାଗବତ