ଗଳତ୍
ଦେଖଣା
ଗଳତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ବୈଦେଶଜ - ବିଶେଷ୍ୟ - (ଆରବୀ - ଗଲତ୍=ଭ୍ରମ; ଭୁଲ୍)
ଗଲ୍ତି (ଦେଖ) - —Galti (See)
ବିସ୍ମିଲ୍ଲାରେ ଗଲତ୍—ଢ଼ଗ
ବିଶେଷଣ -
[ସମ୍ପାଦନା]- ୧. ଭ୍ରମପୂର୍ଣ୍ଣ, ଭ୍ରାନ୍ତ — ୧. Mistaken; full of mistakes.
- ୨. ଦୋଷପୂର୍ଣ୍ଣ —୨. Full of defect; defective.
- ୩. ଅଶୁଦ୍ଧ —୩. Incorrect.
- ୪. ତ୍ରୁଟି —୪. Negligence; laches.