ଦଂଶିତ

ଉଇକିଅଭିଧାନ‌ରୁ

ଦଂଶିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ ଣିଜନ୍ତ=ଦଂଶି ଧାତୁ=କର୍ମ. ତ)[ସମ୍ପାଦନା]

୧. ଦଷ୍ଟ; ଯାହାକୁ ଦଂଶନ କରା ଯାଇଅଛି — ୧. Bitten; stung.
୨. (ଦଂଶ+ଯୁକ୍ତାର୍ଥେ ଇତ) ବର୍ମିତ, ବର୍ମବିଶିଷ୍ଟ; ସାଞ୍ଜୁ— ପରିହିତ —Equipped with armour; mailed.