Jump to content

ଦଂଶିତ

ଉଇକିଅଭିଧାନ‌ରୁ

ଦଂଶିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ ଣିଜନ୍ତ=ଦଂଶି ଧାତୁ=କର୍ମ. ତ)

[ସମ୍ପାଦନା]
୧. ଦଷ୍ଟ; ଯାହାକୁ ଦଂଶନ କରା ଯାଇଅଛି — ୧. Bitten; stung.
୨. (ଦଂଶ+ଯୁକ୍ତାର୍ଥେ ଇତ) ବର୍ମିତ, ବର୍ମବିଶିଷ୍ଟ; ସାଞ୍ଜୁ— ପରିହିତ —Equipped with armour; mailed.