ଚାବି
ଚାବି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁ. ଚାବେ)[ସମ୍ପାଦନା]
- ୧. କୁଞ୍ଜ; କୋଲପର କାଠି; ଯେଉଁ ଧାତୁମୟ କୀଳକ ସାହାଯ୍ୟରେ କୋଲପି ଫିଟା ଯାଏ ଓ ବନ୍ଦ କରାଯାଏ — Key of a padlock.
- ୨. କୌଣସି ସକଳ ଚାଳନ ଓ ସ୍ଥଗିତକରଣ ଯନ୍ତ୍ର — ୨. Key to move or stop a machine;
- ୩. ଘଣ୍ଟାରେ ଦମ୍ ଦ୍ୱା କାଠି —୩. The key of clock or watch.