କବାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାଟ
ଉଚ୍ଚାରଣ: Kabāṭa

ସଂ. ବି. (କ+ପାଟି ଧାତୁ=ପାଇବା+କର୍ତ୍ତୃ. ଅ; ପ ସ୍ଥାନରେ ବ ଆଦେଶ) —

କପାଟ —Door-leaf.

ହୃଦୟେ ପଶିବା ପାଇଁ ସେ ସୁଷମା ଭାଙ୍ଗୁଛି ଧୈର୍ଯ୍ୟ କବାଟ ରାଧାନାଥ, ପାର୍ବତୀ

ଦେ. ବି. —

ଡମମାନଙ୍କ ବଂଶୋପାଧିବିଶେଷ — A family-title amongst the Doms.