ଉଡାଇବା

ଉଇକିଅଭିଧାନ‌ରୁ

(ଦେଶଜ)[ସମ୍ପାଦନା]

  • ଆକାଶରେ ଗତି କରାଇବା
  • ହୁରୁଡାଇ ଦେବା
  • ଉଡିବାକୁ ଶିକ୍ଷାଦେବା
  • ଶୂନ୍ୟରେ ଉଡିବାର ଉପାୟ କରିବା
  • ପକ୍ଷୀମାନଙ୍କୁ ଉଡିବାପାଇଁ ଆକାଶକୁ ଛାଡିବା
  • ପବନାଦିଦ୍ଵାରା ସ୍ଥାନାନ୍ତରିତ କରିବା
  • ଉଦବିଗ୍ନ କରାଇବା; ଅନ୍ୟମନସ୍କକରାଇବା
  • ଗୃହପାଳିତ ପୁଂ ପଶୁମାନଙ୍କୁ ସ୍ତ୍ରୀ ପଶୁଙ୍କ ସଙ୍ଗେ ସଂଯୋଗ କରାଇବା
  • ପତାକା ବା ଲୁଗା ଆଦିର ଏକ ପ୍ରନ୍ତକୁ ପବନରେ ଉଡିବା ପରି କରିବା
  • ଆରୋପିତ ଦୋଷାଦିକୁ ଆପଣା ଉପରୁ ଖସାଇ ଦେବା
  • ଅପବ୍ୟୟ କରିବା; ବରବାଦ କରିବା
  • ଅଦୃଶ୍ୟ ବା ଲୁପ୍ତ କରିବା
  • ଅନ୍ୟର ପ୍ରଯୁକ୍ତ ମନ୍ତ୍ର, ଯନ୍ତ୍ର, ଔଷଧକୁ ନିଷ୍ଫଳ କରିବା
  • ବାହିତ କରିବା; ଭସାଇ ଦେବା; ଚାଳିତ କରିବା
  • ଶେଷ କରିବା; ସାରିବା