ଉଡାଇବା
ଦେଖଣା
(ଦେଶଜ)
[ସମ୍ପାଦନା]- ଆକାଶରେ ଗତି କରାଇବା
- ହୁରୁଡାଇ ଦେବା
- ଉଡିବାକୁ ଶିକ୍ଷାଦେବା
- ଶୂନ୍ୟରେ ଉଡିବାର ଉପାୟ କରିବା
- ପକ୍ଷୀମାନଙ୍କୁ ଉଡିବାପାଇଁ ଆକାଶକୁ ଛାଡିବା
- ପବନାଦିଦ୍ଵାରା ସ୍ଥାନାନ୍ତରିତ କରିବା
- ଉଦବିଗ୍ନ କରାଇବା; ଅନ୍ୟମନସ୍କକରାଇବା
- ଗୃହପାଳିତ ପୁଂ ପଶୁମାନଙ୍କୁ ସ୍ତ୍ରୀ ପଶୁଙ୍କ ସଙ୍ଗେ ସଂଯୋଗ କରାଇବା
- ପତାକା ବା ଲୁଗା ଆଦିର ଏକ ପ୍ରନ୍ତକୁ ପବନରେ ଉଡିବା ପରି କରିବା
- ଆରୋପିତ ଦୋଷାଦିକୁ ଆପଣା ଉପରୁ ଖସାଇ ଦେବା
- ଅପବ୍ୟୟ କରିବା; ବରବାଦ କରିବା
- ଅଦୃଶ୍ୟ ବା ଲୁପ୍ତ କରିବା
- ଅନ୍ୟର ପ୍ରଯୁକ୍ତ ମନ୍ତ୍ର, ଯନ୍ତ୍ର, ଔଷଧକୁ ନିଷ୍ଫଳ କରିବା
- ବାହିତ କରିବା; ଭସାଇ ଦେବା; ଚାଳିତ କରିବା
- ଶେଷ କରିବା; ସାରିବା