କଅଁଲା ଚାନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଲା ଚାନ୍ଦ
ଉଚ୍ଚାରଣ: Kaañḻā chānda

ଦେ. ବି. (ସଂ. କୋମଳ+ଚନ୍ଦ୍ର) —

୧: ନୂଆ ହୋଇ ଉଇଁ ଆସୁଥିବା ପୂର୍ଣ୍ଣଚନ୍ଦ୍ର — ୧. Newly risen full-moon.

୨: ଅମାବାସ୍ୟା ପରେ ପାକିଆ ପରି ଦେଖା ଯାଉଥିବା ଚନ୍ଦ୍ର — ୨. New-moon.