କଅଁଳ ଗାଧୁଆବେଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଅଁଳ ଗାଧୁଆବେଳ
ଉଚ୍ଚାରଣ: Kaañḻa gādhuābeḻa

ଦେ. ବି. (ସଂ. କୋମଳ+ଗାତ୍ରଧାବନ+ବେଳା) —

ସକାଳ ଏକ ପ୍ରହରଠାରୁ ଛଅ ଘଡ଼ି ପର୍ଯ୍ୟନ୍ତ ସମୟ (ୟେଉଁ ସମୟରେ ସୁକୁମାରିଆ ମନୁଷ୍ୟ— ମାନେ ଗାଧୁଆପାଧୁଆ କରନ୍ତି) —Early bathing time; the time between ୯ & ୧୦ A. M.