କଅଁଳାଇବା
ଦେଖଣା
କଅଁଳାଇବା —
ଉଚ୍ଚାରଣ: Kaañḻāibā
ପ୍ରାଦେ. (ବାଲେଶ୍ବର ଓ ସିଂହଭୂମ)—କ୍ରି. (ସଂ. କୋମଳ) —
(ଗାଈ) ନୂଆ ବାଛୁରୀ ଜନ୍ମ କରିବା — (cow) To give birth to a calf.
ଦେ. କ୍ରି. —
୧: କଅଁଳାଇ କହିବା — ୧. To speak soft or flattering words.
୨: କଅଁଳିବାର ଣିଜନ୍ତରୂପ — ୨. The causative form of Kaañḻibā.
ଜୀବନ୍ୟାସ ଲଭି ଉଲ୍ଲାସେ ଉଠିବ ଶୁଷ୍କତରୁ କଅଁଳାଇ— ରାଧାନାଥ, ୟୟାତି