କଇଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଦି
ଉଚ୍ଚାରଣ: Kaidi
কএদ; কএদি कैद

ବୈଦେ. ବି (ଆ. କୟଦ୍; ତୁଳ—ସଂ. କାରାବନ୍ଧନ) —

୧: ଜେଲ୍ଖାନା; ବନ୍ଦିଶାଳା —୧. Prison; jail.

୨: ଜେଲ୍ଖାନାରେ ବନ୍ଦୀ ହୋଇଥିବା ବ୍ୟକ୍ତି — ୨. Prisoner.

୩: କାରାବନ୍ଧନ; ଜେଲରେ ବନ୍ଦୀ ହେବା — ୩. Imprisonment; confinement.

୪: ଅବରୋଧ; ଅଟକ — Restraint.

ଦେ. ବିଣ —

କାରାରୁଦ୍ଧ ବା ଜେଲଖାନାରେ ବନ୍ଦୀ ହୋଇଥିବା — Imprisoned.