ଦଣ୍ଡା ଧରିବା
ଚାଲୁଥିବା ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା ସକାଶେ ଶଗଡ଼ର ପଛ ଭାଗରେ ଥିବା ଦଣ୍ଡାର ମୁଠିରେ ହାତ ପକାଇବା —To hold the handles of the cart-poles in order to direct the movement of a cart from behind.