ଦଣ୍ଠାଗିଲି

ଉଇକିଅଭିଧାନ‌ରୁ

ଦଣ୍ଠାଗିଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଦଣ୍ଡ+ ଗୋଲକ)[ସମ୍ପାଦନା]

ଡାବଲପୁଆ ଖେଳରେ ବ୍ୟବହୃତ ଡାବଲ (ବଡ଼ ଯଷ୍ଟି) ଓ ପୁଆ (ସାନକାଠି) —A big stick and stout wooden pin used in the game of dābalpuā.