ବଇନି

ଉଇକିଅଭିଧାନ‌ରୁ

ବଇନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବହନି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

[ବଉ(ହୁ)ନି—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋଧନୀ=ଯାହା ମନୁଷ୍ୟକୁ ବା ବେପାରକୁ ନିଦରୁ ଉଠାଏ; ସଂସ୍କୃତ - ବର୍ଦ୍ଧନୀ=ବୃଦ୍ଧିକାରକ— ଯୋଗେଶ୍ଚନ୍ଦ୍ର; ଦିନର ପ୍ରଥମ ବିକ୍ରିରେ ଲବ୍ଧ ଧନଦ୍ୱାରା ସେ ଦିନର ଲାଭାଲଭ ନିୟନ୍ତ୍ରିତ ହୁଏ ବୋଲି ଲୋକବିଶ୍ୱାସ ଅଛି)[ସମ୍ପାଦନା]

ଦୋକାନରେ ଦିନ ମଧ୍ୟରେ ସର୍ବ ପ୍ରଥମେ ବିକ୍ରି ହେବା ପଣ୍ୟର ନଗଦ ମୂଲ୍ୟ ଗ୍ରହଣ —Taking cash for the first sale of a commodity in the shop for the day.

[ଦ୍ରଷ୍ଟବ୍ୟ —ଦୋକାନର କୌଣସି ସଉଦାର ପ୍ରଥମ ନଗଦ ବିକ୍ରିକୁ ଓ କୌଣସି ଦିନର ପ୍ରଥମ ନଗଦ ବିକ୍ରିକୁ ବଇନି ବୋଲାଯାଏ; ବଇନି ନ ହେବା ପର୍ଯ୍ୟନ୍ତ ଦୋକାନୀ କାହାକୁ କାଳିରେ ବା ଧାରରେ ସଉଦା ଦିଅନ୍ତି ନାହିଁ]