ଚଉଅଂଶା

ଉଇକିଅଭିଧାନ‌ରୁ

ଚଉଅଂଶା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚଉଅଂଶିଆ, ଚଉଅଂଶୀ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁରଂଶ; ଚତୁରଷ୍କ)[ସମ୍ପାଦନା]

୧. ଚାରିପାଖବିଶିଷ୍ଟ —୧. Foursided; having four sides; quadrilateral.
୨. ବର୍ଗକ୍ଷେତ୍ରାକୃତି; ଚାରି ସମକୋଣବିଶିଷ୍ଟ (କ୍ଷେତ୍ର) — ୨. Square; rectangular.