ଫକ୍କିକା

ଉଇକିଅଭିଧାନ‌ରୁ

ଫକ୍କିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ)[ସମ୍ପାଦନା]

୧. (ସିଦ୍ଧାନ୍ତ କୌମୁଦୀ ଓ ଭାଷ୍ୟ ଆଦି ଋଷିପ୍ରଣୀତ ଗ୍ରନ୍ଥରେ ବ୍ୟବହୃତ) ଫାଙ୍କି; କୂଟତର୍କ; କୂଟପ୍ରଶ୍ନ —୧. Hair-splitting argument; sophistry; sophism (on topics of Grammar by Pāṇṇini)
୨. ତତ୍ତ୍ୱ ନିର୍ଦ୍ଧାରଣାର୍ଥ ପୂର୍ବପକ୍ଷ —୨. A thesis to be miantained in argument.
୩. ଚାତୁରୀ —୩. Trick.
୪. ମାୟା —୪. Illusion.
୫. ପ୍ରତାରଣା —୫. Fraud; cheating.