ଫଡ଼ା ତଉଜି
ଫଡ଼ା ତଉଜି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଫଡ଼ା ତଉଜି
|
ଦେଶଜ - ବିଂ[ସମ୍ପାଦନା]
(କତିରିଆ) କଲେକ୍ଟରଙ୍କ ରେଜିଷ୍ଟରୀରେ ଏକ ତଉଜି ଅନ୍ତର୍ଗତ ଜମିଦାରିରୁ ଅଂଶ ପୃଥକ କରି ନିଆ ଯାଇଥିବା ବିଭାଗ; ପୃଥକ୍ ତଉଜି — Separate account opened in the Collector's register in respect of a portion of a zamindary by marking it with a separate serial number.