ଡହଳା

ଉଇକିଅଭିଧାନ‌ରୁ

ଡହଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ଲାଳାୟିତ)[ସମ୍ପାଦନା]

୧. ବିକଳା; ଖାଇବା ନିମନ୍ତେ ଆତୁର —୧. Ravenous; gluttonous.
୨. ଟକଳା; ଅତିରିକ୍ତରୂପେ ଖାଦ୍ୟଲୋଲୁପ — ୨. Having an inordinate yearning or longing for food.