ଧେଇ
ଦେଖଣା
ଧେଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଆନଦ୍ଧ ବାଦ୍ୟର ଧ୍ୱନି— ବିଶେଷ; ମୃଦଙ୍ଗ ଆଦିର ରୋକଟ ବା ଉକୁଟ — ୧. A word signifying measured sound of drums.
- ୨. (ଲକ୍ଷଣାର୍ଥ) ତାଧେଇ; ଚଞ୍ଚଳ ପଦକ୍ଷେପ ପୂର୍ବକ ନୃତ୍ୟ; ଧାବନସହ ନୃତ୍ୟ —୨. Brisk dance; brisk dancing to music; a word signifying a movement in dancing.
[ ଦ୍ର—ସାଧାରଣତଃ ଧେଇ ଧେଇ ତବାଲା ଆଦିର ଧ୍ୱନି ଓ ଥେଇ ଥେଇ ନୃତ୍ୟାଦି ସୂଚନା କରେ ]
- ୩. (ଉପହାସ ବା ବିଦ୍ରୁପ ସୂଚକ ଅବ୍ୟୟ) ଆହା ! ୩. (an interjection used in irony) Hallo !