Jump to content

ଫଉଜ

ଉଇକିଅଭିଧାନ‌ରୁ

ଫଉଜ

ଉଚ୍ଚାରଣ

[ସମ୍ପାଦନା]

[ଫୌଜ(ଦ)—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ସୈନ୍ୟ — ୧. Army; host.

ଫଉଜ ତୁଲେ କୂଞ୍ଜହାରେ ରଖାଅ ବେକ୍ରବଲ୍ଲୀ ଧାରିଣୀକି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ

୨. ଜନସମୂହ; ବହୁ ଲୋକ —୨. An assemblage of men; a crowd of people.
୩. ଦଳ; ପହ୍ଲ —୩. Crowd; herd.

(ଯଥା—ଘୁଷୁରି ଫଉଜ, ଗୋରୁ ଫଉଜ ଇତ୍ୟାଦି)