ବକିୟା
ବକିୟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ବାକେୟା, ବାକିୟା(ଆ), ବାକି ବକିୟା, ବାକି ବକରଅନ୍ୟରୂପ
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଓ ଆରବୀ - ବକିୟା, ବକାୟା=ଅବଶିଷ୍ଟ; ବାକି ଥିବା)[ସମ୍ପାଦନା]
ପୂର୍ବରୁ ବାକି ଥିବା —Remaining outstanding.
ବିଶେଷ୍ୟ -[ସମ୍ପାଦନା]
- ୧. ପୂର୍ବରୁ ବାକି ରହିଥିବା କାର୍ଯ୍ୟ — ୧. Arrear works.
- ୨. ଗତି ସନରୁ ବାକିଥିବା ଖଜଣା ବା ପ୍ରାପ୍ୟ — ୩. Arrear rent or due; arrears.