ଛତ୍ରଧର
ଦେଖଣା
ଛତ୍ରଧର
ଉଚ୍ଚାରଣ
[ସମ୍ପାଦନା]ଛତ୍ରଧାର, ଛତ୍ରଧାରୀ,} ଅନ୍ୟରୂପ
ସଂସ୍କୃତ - ବିଶେଷଣ -(ଛତ୍ର+ଧୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେ ଛତା ଧରି ଥାଏ — ୧. Holding an umbrella.
- ୨. ଯେ ରାଜାଙ୍କ ମୁଣ୍ଡ ଉପରେ ଛତା ଧରେ —୨. Holding an umbrella over the head of a king.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜା; ସମ୍ରାଟ — ୧. An emperor; a sovereign.
- ୨. ରାଜାଙ୍କ ମୁଣ୍ଡ ଉପରେ ଛତା ଟେକିବା ଭୃତ୍ୟ — ୨. A retainer whose duty is to hold the umbrella over the head of a king.