ଛତ୍ରଧର

ଉଇକିଅଭିଧାନ‌ରୁ

ଛତ୍ରଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଛତ୍ରଧାର, ଛତ୍ରଧାରୀ,} ଅନ୍ୟରୂପ

ସଂସ୍କୃତ - ବିଶେଷଣ -(ଛତ୍ର+ଧୃ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଯେ ଛତା ଧରି ଥାଏ — ୧. Holding an umbrella.
୨. ଯେ ରାଜାଙ୍କ ମୁଣ୍ଡ ଉପରେ ଛତା ଧରେ —୨. Holding an umbrella over the head of a king.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରାଜା; ସମ୍ରାଟ — ୧. An emperor; a sovereign.


୨. ରାଜାଙ୍କ ମୁଣ୍ଡ ଉପରେ ଛତା ଟେକିବା ଭୃତ୍ୟ — ୨. A retainer whose duty is to hold the umbrella over the head of a king.