Jump to content

ଷଠି କୁକ୍କୁଟ

ଉଇକିଅଭିଧାନ‌ରୁ

ଷଠି କୁକ୍କୁଟ

ଉଚ୍ଚାରଣ

[ସମ୍ପାଦନା]

[ଷଠି କୋକଟ(ଟୀ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -(ସହଚର, ସଂସ୍କୃତ - ଷଷ୍ଠୀ ଓ କୁକ୍କୁଟୀ)

[ସମ୍ପାଦନା]

ଷଷ୍ଠୀ ପୂଜା ଓ କୁକ୍କୁଟୀ ବ୍ରତ; ଭାଦ୍ର ଶୁକ୍ଳ ଷଷ୍ଠୀ ଓ ସପ୍ତମୀ ଦିନ ଅନୁଷ୍ଠିତ ବ୍ରତ ଦ୍ୱୟ —The Shaṭhī & Kukkuṭī vows of the Hindus.