ଢାଳ
ଢାଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
ତରବାରୀ ଆଘାତରୁ ରକ୍ଷା ପାଇବା ନିମନ୍ତେ ଦୁଶ୍ଛେଦ୍ୟ ଚର୍ମନିର୍ମିତ ଦେହରକ୍ଷକ ଫଳକ; ଢାଲ —Shield.
ଢାଳ ପୃଥୁଳ ବିଶାଳ ରୁଚି ହରିଢାଳ ସୁଘଟିତ ତାଳସ୍ତନୀରେ କବିସୂତ୍ଯ୍ୟ. ସଙ୍ଗୀତ
ଅନୁବାଦ[ସମ୍ପାଦନା]
ଢାଳ
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଧାତୁ ନିର୍ମିତ ଛୋଟ ଜଳପାତ୍ର ବା ଘଟୀ; ଲୋଟା — ୧. Narrow mouthed metal water pot; small jug.
- ୨. ଅଜାଡ଼ିବା କର୍ମ — ୨. Act of pouring.
- ୩. ଛାଉଣୀ —୩. Thatching.
- ୪. ଏକ ଧାତୁମୟ ପାତ୍ର ଉପରେ ଅନ୍ୟ ଧାତୁମୟ ଦ୍ରବ୍ୟକୁ ଢାଳିବା କ୍ରିୟା ପୁଟ —୪. Laying a thin layer over some metal article.
ପ୍ରାଦେଶିକ - (ବାଲେଶ୍ୱର ପ୍ରାନ୍ତ)[ସମ୍ପାଦନା]
ଢେଲାଉଣୀ — A concave earthen pan.