Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ମକମଲି

ଉଇକିଅଭିଧାନ‌ରୁ

ମକମଲି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକ ଜାତୀୟ ଫୁଲ ଗଛ — A species of flower tree.

(ଦ୍ର—ଗୁରୁବାର ଦିନ ମକମଲି ଫୁଲ ଗଛ ମୂଳେ ଦୁଧ ଚାଉଳ ଦେଇ ପ୍ରଣାମ କରି ଏହାର ମୂଳ ଉତ୍ପାଟନ କରି ଆଣି ରଖିଥିବ ଏହି ମୂଳକୁ ବାଟି ପ୍ରସବବେଦନାର୍ତ୍ତା ସ୍ତ୍ରୀକୁ ପାନ କରାଇଲେ ସେ ସତ୍ୱର ପ୍ରସବ କରିବ ପ୍ରସବ କାଳରେ ମଧ୍ୟ ଏହି ଗଛର ମୂଳ ଆଣି ବାଟି ସ୍ତ୍ରୀକୁ ପାନ କରାଇଲେ ପ୍ରସବ ବେଦନା ଲୁପ୍ତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ)