ନକଟ
ଦେଖଣା
ନକଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ତକ=ଲେଙ୍କଡ଼ା କନା)
[ସମ୍ପାଦନା]- ୧. ଟିକିଏ; ଅତି ଅଳ୍ପ ମାତ୍ରା —୧. A minute quantity.
(ନକଟକ; ନକଟେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]- ୨. କନ୍ଥା; ଚିରାକନା — ୨. Rag.
ବିଶେଷଣ -
[ସମ୍ପାଦନା]- ୧. ବକଟେ; ଅତି ଛୋଟ; କ୍ଷୁତ୍ର — ୧. Very small; a little.
- ୨. ଚିରା; ଲେଙ୍କଡ଼ା (କନା) —୨. Ragged; torn.