ନଈ ତଳିଆ

ଉଇକିଅଭିଧାନ‌ରୁ

ନଈ ତଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନଦୀର ଅତି ନିକଟରେ ଅବସ୍ଥିତ — ୧. Situated very near the river.
୨. ନଦୀରକୂଳରେ ଆବସ୍ଥିତ — ୨. Riparian; situated on the bank of a river.