ଷୋହୋଳ

ଉଇକିଅଭିଧାନ‌ରୁ

ଷୋହୋଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଣ(ସଂସ୍କୃତ - ଷୋଡ଼ଶ; ପ୍ରା. ସୋଳହ)[ସମ୍ପାଦନା]

୧. ଷୋଡ଼ଶ —୧. Sixteen.
୨. ଦୁଇ ପାଖରେ ଥିବା ଉଚ୍ଚ ଜମିର ମଧ୍ୟବର୍ତ୍ତୀ ଖାଲୁଆ ଅଂଶ ବା ପଟୀ — ୨. A strip of low land separating two high lands.