କଇଫତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇଫତ୍
ଉଚ୍ଚାରଣ: Kaiphat
কৈফিয়ত कैफियत

ବୈଦେ. ବି. (ଆ. କୈଫିୟତ୍) —

କାହିଁକି ନିୟମଭଙ୍ଗ ଘଟିଲା ବା କୌଣସି ଦୋଷ ବା ତ୍ରୁଟି ଘଟିଲା, ଏଥିପାଇଁ ଦୋଷୀକୁ ଉପରିସ୍ଥ ହାକିମ ତଲବ କରିବା ବ୍ୟାଖ୍ୟା ବା ବିବରଣ; ସମଜାସି — Explanation.