କଇଫତ୍
ଦେଖଣା
କଇଫତ୍ —
ଉଚ୍ଚାରଣ: Kaiphat
কৈফিয়ত
कैफियत
ବୈଦେ. ବି. (ଆ. କୈଫିୟତ୍) —
କାହିଁକି ନିୟମଭଙ୍ଗ ଘଟିଲା ବା କୌଣସି ଦୋଷ ବା ତ୍ରୁଟି ଘଟିଲା, ଏଥିପାଇଁ ଦୋଷୀକୁ ଉପରିସ୍ଥ ହାକିମ ତଲବ କରିବା ବ୍ୟାଖ୍ୟା ବା ବିବରଣ; ସମଜାସି — Explanation.