ପଇଲା

ଉଇକିଅଭିଧାନ‌ରୁ

ପଇଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ହିନ୍ଦୀ - ପୈଲା=୪ସେର ମାପ— ପାତ୍ର)[ସମ୍ପାଦନା]

ଏକସେର ଓଜନର ଶସ୍ୟ ମାପିବା ଗଉଣୀ — A measure (of one seer only) of corn.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

୧. ମାସର ପ୍ରଥମ ତାରିଖ — ୨. The first day of a month.


୨. ପ୍ରଥମ ବସ୍ତୁ ବା ବ୍ୟକ୍ତି —୨. The first time.

ବିଶେଷଣ -[ସମ୍ପାଦନା]

ପ୍ରଥମ —First; carliest.

(ଯଥା—ପହିଲା କଚେରୀରେ ଏ ମୋକଦ୍ଦମା ପଡ଼ିଲା; ପହିଲା ନମ୍ୱର)

ଗ୍ରାମ୍ୟ. (ଇତର) କ୍ରି.[ସମ୍ପାଦନା]

ପଡ଼ିବା କ୍ରିୟାର ଇତର ଜନ ବ୍ୟବହୃତ ଅତୀତ କାଳର ରୂପ; ପଡ଼ିଲା —(a form of the verb to 'fall' in the past tense used by the lower class people) Fell; did fall; has fallen.

[ଦ୍ରଷ୍ଟବ୍ୟ —ଏହା ତୃତୀୟ ପୁରୁଷ ଏକବଚନରେ କ୍ରିୟା; ଯଥା— ଏହା ବା ସେ ପଇଲା, ସେମାନେ ପଇଲେ, ମୁଁ ପଇଲି ତୁ ପଇଲୁ, ତୁମେ ପଇଲ, ଆମେ ପଇଲୁଁ ]