ପଇଲା
ଦେଖଣା
ପଇଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ହିନ୍ଦୀ - ପୈଲା=୪ସେର ମାପ— ପାତ୍ର)
[ସମ୍ପାଦନା]ଏକସେର ଓଜନର ଶସ୍ୟ ମାପିବା ଗଉଣୀ — A measure (of one seer only) of corn.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ମାସର ପ୍ରଥମ ତାରିଖ — ୨. The first day of a month.
- ୨. ପ୍ରଥମ ବସ୍ତୁ ବା ବ୍ୟକ୍ତି —୨. The first time.
ବିଶେଷଣ -
[ସମ୍ପାଦନା]ପ୍ରଥମ —First; carliest.
(ଯଥା—ପହିଲା କଚେରୀରେ ଏ ମୋକଦ୍ଦମା ପଡ଼ିଲା; ପହିଲା ନମ୍ୱର)
ଗ୍ରାମ୍ୟ. (ଇତର) କ୍ରି.
[ସମ୍ପାଦନା]ପଡ଼ିବା କ୍ରିୟାର ଇତର ଜନ ବ୍ୟବହୃତ ଅତୀତ କାଳର ରୂପ; ପଡ଼ିଲା —(a form of the verb to 'fall' in the past tense used by the lower class people) Fell; did fall; has fallen.
[ଦ୍ରଷ୍ଟବ୍ୟ —ଏହା ତୃତୀୟ ପୁରୁଷ ଏକବଚନରେ କ୍ରିୟା; ଯଥା— ଏହା ବା ସେ ପଇଲା, ସେମାନେ ପଇଲେ, ମୁଁ ପଇଲି ତୁ ପଇଲୁ, ତୁମେ ପଇଲ, ଆମେ ପଇଲୁଁ ]