ଛଉରି

ଉଇକିଅଭିଧାନ‌ରୁ

ଛଉରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ୍ ଧାତୁ)[ସମ୍ପାଦନା]

୧. ସାଞ୍ଜୁ; କବଚ; କର୍ମ — ୧. Armour; coat of mail
୨. ଆଚ୍ଛାଦନ; ଆସ୍ତରଣ —୨. A coverlet.
୩. ବିଲେପନ —୩. Anointing; smearing.