ତଟୁ
ତଟୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ତଟ୍ଟୁ— ଅନ୍ୟରୂପ)
ବୈଦେଶିକ - .ବିଶେଷ୍ୟ - (ହିନ୍ଦୀ - ଟଟ୍ଟୁ)[ସମ୍ପାଦନା]
- ୧. ଛୋଟ ଘୋଡ଼ା —୧. Pony; tat.
ଝପଟ ବେଳକୁ ବାଛି ବାଛି ଆଗେ ଆଦରୁ କ୍ଷୁଦର ତଟୁ ଭିକାରୀତରଣ. ଗୀତଲହରୀ
[ଦ୍ରଷ୍ଟବ୍ୟ —ଆମ ଦେଶୀ ତଟୁ ଅଳ୍ପ ଖାଇ ବେଶୀ କାମ କରନ୍ତି କିନ୍ତୁ ବିଦେଶରେ ତଟ୍ଟୁମାନେ ବେଶୀ ଖାଇ ଅଳ୍ପ କାମ କରନ୍ତି ଏହି ହି ଟଟ୍ଟୁ ଶବ୍ଦ ଇଂରାଜି ଭାଷାରେ ଟାଟ୍ ଆକାର ଧାରଣ କରି ବ୍ୟବହୃତ ହେଉଅଛି]
- ୨. (ଲକ୍ଷଣାର୍ଥ) ଭ୍ରମଣାଦି ଶ୍ରମସହିଷ୍ଣୁ ବ୍ୟକ୍ତି; ଯେଉଁ ବ୍ୟକ୍ତି ଖୁବ ଯିବାଆସିବା କରିପାରେ — ୨. (figurative) A hard-working person; a person who can walk hard.