ଜ୍ଞାନେନ୍ଦ୍ରିୟ

ଉଇକିଅଭିଧାନ‌ରୁ

ଜ୍ଞାନେନ୍ଦ୍ରିୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(କର୍ମେନ୍ଦ୍ରିୟ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାନ+ ଇନ୍ଦ୍ରିୟ)[ସମ୍ପାଦନା]

(ହିନ୍ଦୁ ଶାସ୍ତ୍ରନୁସାରେ) ବାହ୍ୟବସ୍ତୁକୁ ଜାଣି ପାରିବା ନିମନ୍ତେ ଶରୀରର ଇନ୍ଦ୍ରିୟସକଳ; ଶରୀରସ୍ଥ ପଞ୍ଚେନ୍ଦ୍ରିୟ (ଯଥା—ଚକ୍ଷୂ, କର୍ଣ୍ଣ, ନାସିକା ଜିହ୍ୱା ଓ ତ୍ୱକ୍) —The organs or perception or sensation, (numbering ୫ according to Hindu philosophy, viz. ୧. The Eye or the organ of sight; ୨. The Ear or the organ of hearing; ୩. The Nose or the organ of smellling; ୪. The Tongue or the organ or taste; ୫. The Skin or the organ of touch.)