ବକେଇବା

ଉଇକିଅଭିଧାନ‌ରୁ

ବକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ବକିବା କ୍ରିୟାର ଣିଜନ୍ତି ରୂପ — The causative from of 'Bakibā'.

୨. ଗପାଇବା; ବୃଥା ବହୁତ କଥା କହିବାକୁ ବାଧ୍ୟ କରିବା —୨. To cause one to talk much in vain.