ଜ୍ଞାନ ପାଇବା

ଉଇକିଅଭିଧାନ‌ରୁ

ଜ୍ଞାନ ପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ବାଳିକା) ପ୍ରଥମେ ଋତୁମତୀ ହେବା — ୧. (girl) To have the menses for the first time; to attain maturity.
୨. ଅନୂଭବଦ୍ୱାର ଅଭିଜ୍ଞତା ଲାଭ କରିବା — ୨. To learn a thing by experience.
୩. (ବାଳକ ବାଳିକା) ବାୟଃପ୍ରାପ୍ତ ବା ସାବାଳକ ହେବା — ୩. To attain majority.
୪. (ବାଳକ ବାଳିକା) ହିତାହିତ ବୁଝାବାଭଳି ହେବା; ହୋସ୍ ପାଇବା —୪. To attgain the age discretion.
୫. ଶିକ୍ଷାକରିବା; ଜ୍ଞାନଲାଭ କରିବା — ୫. To acquire knowledge.