Jump to content

ଜକାଇବା

ଉଇକିଅଭିଧାନ‌ରୁ

ଜକାଇବା

ଉଚ୍ଚାରଣ

[ସମ୍ପାଦନା]

(ଜକେଇବା—ଅନ୍ୟରୂପ)

  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜାକିବା କ୍ରିୟାର ଣିଜନ୍ତ ରୂପ — ୧. Causative form of Jākibā.
୨. (ଭୂମି) ଜଳାର୍ଦ୍ର ହେବା; ସନ୍ତାଇବା — ୨. To become wet or sloppy.