ଭକ୍ତି ବିଭେଦ
ଯାହା ଭକ୍ତି ବିଷୟକୁ ବିଭେଦ କରିଅଛି ଅର୍ଥାତ୍ ବିଷଦଭାବରେ ବ୍ୟାଖ୍ୟା କରି ବୁଝାଇ ଦେଇଅଛି —Fully explaining the subject of devotion.
(ଉ—ଆରମ୍ଭ କଲି ଏ ଚରିତ, ଭକ୍ତିବିଭେଦ ବାଗବତ—ଭୂପତି. ପ୍ରେମପଞ୍ଚାମୃତ)