ଦଣ୍ଡବତ

ଉଇକିଅଭିଧାନ‌ରୁ

ଦଣ୍ଡବତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଣ୍ଡବତ ପ୍ରଣାମ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡବତ୍)[ସମ୍ପାଦନା]

ଦଣ୍ଡ ପରି ଭୂମିରେ ପଡ଼ି ପ୍ରଣାମ; ସାଷ୍ଟାଙ୍ଗ ପ୍ରଣିପାତ —Making obeisance by lying prostrate on the ground.

ଏହା ଶୁଣି ସେ ସାତ କନ୍ୟା ଋଷି ପାଦେ ଦଣ୍ଡବତ କରିଣ ଅତ୍ୟନ୍ତ ପ୍ରମୋଦେ କୃଷ୍ଣସିଂହ. ମହାଭାରତ ଅନୁଶାସନ

[ସମ୍ପାଦନା]

ପ୍ରାଣାମ ବା ନମସ୍କାରସୂଚକ ସମ୍ୱୋଧନ — (interjection) A greeting indicating obeisance; I bow to thee.

[ ଦ୍ର—ଦଣ୍ଡବତ ସହସ୍ରାଣି ଖଡ଼ା ପତ୍ର ନଦୀୟତେ— ଅଶୁଦ୍ଧ ସଂସ୍କୃତ ବ୍ୟଙ୍ଗ ବଚନ ଯେଉଁ ଲୋକ ମୁହଁରେ ଭକ୍ତି କରେ ମାତ୍ର ଭକ୍ତିର ନିଦର୍ଶନସ୍ୱରୂପ କିଛି ଉପହାର ନ ଦିଏ ତାହାପ୍ରତି ଏହି ବ୍ୟଙ୍ଗୋକ୍ତି ପ୍ରଯୁଜ୍ୟ ହୁଏ ଏଥିର ମର୍ମ ଏହି ଯେ—ସୂଚିତ ବ୍ୟକ୍ତିଙ୍କର 'ଦଣ୍ଡବତରେ ସୀମା ନାହିଁ,'କିନ୍ତୁ ଖଡ଼ା ପତ୍ର ପରି ସାମାନ୍ୟ ବସ୍ତୁ ମଧ୍ୟ ଦେବାପାଇଁ କୁଣ୍ଠିତ]