Jump to content

ଶିଅ

ଉଇକିଅଭିଧାନ‌ରୁ

ଶିଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂ ଶିଫ)

[ସମ୍ପାଦନା]
୧. ଗଛର ଚେର —୧. Root.
୨. ବରଗଛର ଯେଉଁ ଚେର ଭୂମି ଉପରେ ଦେଖା ଯାଉଥାଏ — ୨. Creeping roots of banian tree which appear over the ground.