ଡଙ୍କା
ଡଙ୍କା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂ ଢକ୍କା)[ସମ୍ପାଦନା]
- ୧. ଦୁନ୍ଦୁରି; ଧେଣ୍ଡୁରା; ନାଗରା; ଡେଙ୍ଗୁରା —୧. A drum; tomtom.
- ୨. (ସଂସ୍କୃତ - ଦ୍ରୋଣକ; ଦଣ୍ଡ; ଦର୍ବିକା)—ଅଣକ — ୨. A wooden ladle or spoon.
ଅନୁବାଦ[ସମ୍ପାଦନା]
ଡଙ୍କା
|
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]
ଲୁହା ବା ପିତଳର କରଚୁଲି — A metal ladle.