କଖଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖଟୀ
ଉଚ୍ଚାରଣ: Kakhaṭī

ଦେ. ବି. —

୧: ଦାସୀ — ୧. Maid-servant.

୨: ଏକ ବୃଦ୍ଧା ମର୍କଟୀ (ଏ ବୋବାଇବା ଦ୍ବାରା ଜଟିଳାଙ୍କର ଉପସ୍ଥିତ ହେବାର ସୂଚନା ରାଧାଙ୍କୁ ଜଣା ୟାଉଥିଲା) — ୨. Name of an old monkey (at whose grinning Rādhikā was warned of her mother-in-law's presence.)

ଜଟିଳା ଅଇଲା ବୋଲି କଖଟୀ ଡ଼ାକିଲା—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି