କଖାରୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଖାରୁଆ
ଉଚ୍ଚାରଣ: Kakhāruā

ଦେ. ବିଣ —

୧: କଖାରୁପରି ଆକୃତିବିଶିଷ୍ଟ — ୧. Of the shape or size of a ground.

(ଯଥା—କଖାରୁଆ ଆମ୍ବ; କଖାରୁଆ ବେଲ)

୨: କଖାରୁ ପରି ହୃଷ୍ଟ ପୁଷ୍ଟ (ବ୍ୟକ୍ତି ବା ଜୀବ) — ୨. Well-developed in body and shape.

(ଯଥା—ସେ ଟୋକାଟା ମରିୟିବ ବୋଲି ଖୁବ୍ କଖାରୁଆ ହୋଇ ୟାଇଥିଲା)

ଦେ. ବି —

୧: ଏକପ୍ରକାର ମୋଟା ବଗଡ଼ା ଧାନ — ୧. A kind of coarse paddy.

୨: ରଙ୍ଗିନ୍ କାଗଜରେ ଦୀପ ବସାଇ ଶୋଭା ଦେଖାଇବା ପାଇଁ କଖାରୁ ପରି ଗୋଲ ଦୀପାଧାର; ଫାନୁସ୍ — ୨. Round Chinese Lantern.

୩: ସୋହ୍ଲ ନିର୍ମିତ ଏକ ପ୍ରକାର ଚିତ୍ର ଫୁଲ — ୩. An artificial flower made of 'Sola'.

୪: କଖାରୁ ଆକୃତିର ପାହାନିଆଁ ଅଡ଼ଙ୍ଗ ବା ପିଣ୍ଡା — ୪. Sloping veranda of a house.