ଖଇଉଖୁଡ଼ା
ଦେଖଣା
ଖଇଉଖୁଡ଼ା —
ଉଚ୍ଚାରଣ: Khaiukhuṟḍ̠ā
খইমুড়কি
ଦେ. ବି —
ଉଖୁଡ଼ାମିଶା ଖଇ — Parched paddy mixed with sweetened parched paddy.
[ଦ୍ର—ଉଖୁଡ଼ା ଖାଇବାକୁ ମିଠା ଲାଗେ ବୋଲି ତହିଁ ସଙ୍ଗେ, ମୁଢ଼ି, ଚୁଡ଼ାଭଜା, ଚୂଡ଼ା ଓ ଖଇ ମିଶାଇ ଲୋକେ ଜଳଖିଆ କରନ୍ତି]