ଖଇଚା କରିବା
ଦେଖଣା
ଖଇଚା କରିବା —
ଉଚ୍ଚାରଣ: Khaichā karibā
খেলাফকরা
खोचाकरना
ଦେ. କ୍ରି —
୧: କାର୍ଯ୍ୟରେ ହେଳା କରିବା — ୧. To do a thing defectively or negligently.
୨: ଅସମ୍ପୂର୍ଣ୍ଣରୂପେ କାର୍ଯ୍ୟ କରିବା — ୨. To do a thing by halves.