ଖଇଞ୍ଚିଆଦଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଇଞ୍ଚିଆଦଳ
ଉଚ୍ଚାରଣ: Khain̄chiādaḻa

ଦେ. ବି. —

ଏକ ପ୍ରକାର ଜଳ ଘାସ (ଏହା ଘାସ ପରି ଦିଶେ; ଏଥିରେ ଧଳା ଓ ଉଜ୍ଜ୍ବଳ ଫୁଲ ଫୁଟେ) — Utricularia stellaris